Pages

Tuesday, March 31, 2020

ଅଳସ ରାତ୍ରି

ହୃଦୟର  ସେହି ଉଷ୍ଣ ଅନୁଭବ 
ଲୁଚି ଆଜି ଉଙ୍କି ମାରେ ।
କିମିଆ କରିଛି ଅଳସ ରାତ୍ରି 
ସେ ତନ୍ଦ୍ରା ସ୍ବପ୍ନ ସୁରେ ।।
Copyright © 2020 One Life To Live. All Rights Reserved